Israel-Iran Conflict: ଇସ୍ରାଏଲ୍-ଇରାନ୍ ଉତ୍ତେଜନା, ତୈଳ ବଜାରରେ ଲାଗିବ ନିଆଁ !
ଇରାନ୍ ଉପରେ ଘନଘନ ମିସାଇଲ ମାଡ କରୁଛି ଇସ୍ରାଏଲ । ଇରାନ୍ରେ ଥିବା ବିଭିନ୍ନ ଅଏଲ୍ ଡିପୋ ଓ ଗ୍ୟାସ୍ ପାଇପ୍ ଲାଇନ୍କୁ ଉଡାଇ ଦେଇଛି ଇସ୍ରାଏଲ । ବିଶେଷ କରି ଇରାନ୍ର ବିଭିନ୍ନ ଅଏଲ୍ ଡିପୋକୁ ଟାର୍ଗେଟ୍ କରି ମିସାଇଲ ମାଡ କରୁଛି ଇସ୍ରାଏଲ ।