ISRO Satellite Launch : ପାୱାରଫୁଲ ସାଟେଲାଇଟ୍ EOS-09, ସବୁ ସ୍ଥିତିରେ ଦେଶକୁ ଜଗିବା ସହ ଦେବ ହାଇ ରିଜୋଲ୍ୟୁସନ ଇମେଜ

ଦେଶକୁ ଜଗିବ ଏହି ସାଟେଲାଇଟ୍ । ଇସ୍ରୋ ଲଞ୍ଚ କରିବାକୁ ଯାଉଛି ପାୱାରଫୁଲ ସାଟେଲାଇଟ୍ EOS-09 । ଖରା, ବର୍ଷା, ଶୀତ ହେଉ କି ଦିନ ରାତି ସବୁ ସମୟରେ ଉନ୍ନତମାନର ଫଟୋ ଉଠାଇ ତୀକ୍ଷ୍ଣ ନଜର ରଖିବ ଏହି ଉପଗ୍ରହ ।

ISRO Satellite Launch : ପାୱାରଫୁଲ ସାଟେଲାଇଟ୍ EOS-09, ସବୁ ସ୍ଥିତିରେ ଦେଶକୁ ଜଗିବା ସହ ଦେବ ହାଇ ରିଜୋଲ୍ୟୁସନ ଇମେଜ
Array