Jahnvi Kapoor: ଗ୍ଲାମରସ୍ ଲୁକ୍ରେ ପ୍ରଶଂସକଙ୍କ ମନ ମୋହିଲେ ଜାହ୍ନବୀ କପୁର
ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ପ୍ରତିଦିନ ନିଜର ଗ୍ଲାମରସ୍ ଏବଂ ହଟ୍ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥାନ୍ତି। ବି-ଟାଉନ୍ର ଏହି ସୁନ୍ଦରୀ ଅଭିନେତ୍ରୀ ପ୍ରାୟତଃ ଇନ୍ଷ୍ଟାଗ୍ରାମ୍ରେ ନିଜର ଚମତ୍କାର ଫଟୋ ଶେୟାର କରି ତାଙ୍କ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ଇଣ୍ଟର୍ନେଟ୍ରେ ଆସିବା ମାତ୍ରେ ତାଙ୍କ ବୋଲ୍ଡ ଷ୍ଟାଇଲ୍ ଭାଇରାଲ୍ ହେବାକୁ ଲାଗେ।