Jaipur Jail Scandal : ମହଙ୍ଗା ପଡିଲା କଏଦୀ ପ୍ରେମ, ୫ କନଷ୍ଟେବଲଙ୍କୁ ବାନ୍ଧିଲା ପୋଲିସ

ସରିଥିଲା ହୋଟେଲ ସହ ଗାଡି ବୁକିଂ । ହସ୍ପିଟାଲରୁ ଚମ୍ପଟ ମାରି ହୋଟେଲରେ ଭିଆଇପି ଟ୍ରିଟମେଣ୍ଟ ପାଇବା ଲକ୍ଷ୍ୟରେ ଥିଲେ କଏଦୀ । ଯୋଜନାରେ ସାମିଲ ଥିଲେ କନଷ୍ଟେବଲ୍ । ଶେଷରେ ସବୁ ସତ ଧରାପଡିଛି । ୫ କନଷ୍ଟେବଲ୍ ଗିରଫ ହୋଇଥିବାବେଳେ ପରେ ସେମାନଙ୍କୁ ନିଲମ୍ବନ କରାଯାଇଛି ।

Jaipur Jail Scandal : ମହଙ୍ଗା ପଡିଲା କଏଦୀ ପ୍ରେମ, ୫ କନଷ୍ଟେବଲଙ୍କୁ ବାନ୍ଧିଲା ପୋଲିସ
Array