Jammu and Kashmir Security Operations: ଘାଟିରେ ଟେରରିଷ୍ଟ ନେଟୱର୍କକୁ ବଡ଼ ପ୍ରହାର, ୧୭୫ ସନ୍ଦିଗ୍ଧ ପୋଲିସ ହେପାଜତରେ
ଆତଙ୍କୀଙ୍କ ଖେଳ ଖତମ ପାଇଁ ଘାଟିରେ ମାରାଥନ୍ ଅପରେସନ୍। ଏକାଧିକ ସ୍ଥାନରେ ସେନା, ସିଆରପିଏଫ ଓ ପୋଲିସ ପକ୍ଷରୁ ଚାଲିଛି ମିଳିତ ଅପରସେନ୍। ପହଲଗାମ୍ ହମଲାରେ ଜମ୍ମୁ ଓ କଶ୍ମୀରରୁ ୧୪ ଜଣ ସ୍ଥାନୀୟ ଆତଙ୍କୀଙ୍କ ସଂପୃକ୍ତି ଥିବା ଗୁଇନ୍ଦା ସୂଚନା ମିଳିଛି। ସେପଟେ ଅନନ୍ତନାଗରେ ୧୭୫ ସନ୍ଦିଗ୍ଧଙ୍କୁ ହେପାଜତକୁ ନେଇଛି ପୋଲିସ।