Janhvi Kapoor: ଜାହ୍ନବୀ କପୁରଙ୍କ ବଡିକନ୍ ଅବତାର: ଦେଖନ୍ତୁ ତାଙ୍କର ଏହି ୭ଟି ପୋଜ୍
ବି-ଟାଉନର ଅନ୍ୟତମ ସୁନ୍ଦରୀ ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ତାଙ୍କ ଅଭିନୟ ଅପେକ୍ଷା ଫ୍ୟାଶନ ଷ୍ଟେଟମେଣ୍ଟ ଏବଂ ଫିଗର ପାଇଁ ଖବରରେ ଥିବା ଅଭିନେତ୍ରୀ ଜାହ୍ନବୀ କପୁର ପ୍ରତିଦିନ ଇନଷ୍ଟାଗ୍ରାମରେ ନିଜର ଫଟୋ ପୋଷ୍ଟ୍ କରୁଛନ୍ତି। ଯେତେବେଳେ ସେ ସୋସିଆଲ୍ ମିଡିଆରେ ନିଜର ଫଟୋ ଏବଂ ଭିଡିଓ ପୋଷ୍ଟ କରନ୍ତି, ଇଣ୍ଟରନେଟର ତାପମାତ୍ରାକୁ ଉପରକୁ ନେଇଯାଆନ୍ତି।