Jatra Actor Assault: ଯାତ୍ରା ନାଁରେ ଚାଲିଛି ଯାତରା, ଏଥର ଫସିବେ ନାଣ୍ଡୁ !

ବାଲେଶ୍ୱରର ବାଲିଆପାଳ ଯାତ୍ରା କ୍ୟାମ୍ପରେ ଅଭିନେତ୍ରୀଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ବକେୟା ଟଙ୍କା ମାଗିବାରୁ ମାଡ଼ ସହ ଏପରି ଧମକ ଦେଇଥିବା କୁହାଯାଇଛି ।

Jatra Actor Assault: ଯାତ୍ରା ନାଁରେ ଚାଲିଛି ଯାତରା, ଏଥର ଫସିବେ ନାଣ୍ଡୁ !
Array