କିଏ ହେବେ ନେପାଳ ପ୍ରଧାନମନ୍ତ୍ରୀ? ଆସ୍ଥା ଭୋଟରେ ହାରିଲେ ପ୍ରଚଣ୍ଡ

କାଠମାଣ୍ଡୁ,୧୨।୭: ଶୁକ୍ରବାର (ଜୁଲାଇ ୧୨) ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ପାଇଁ ଏକ ଖରାପ ଦିନ ବୋଲି ପ୍ରମାଣିତ ହୋଇଛି ସେ ସଂସଦରେ ଆସ୍ଥା ଭୋଟରେ ହାରି ଯାଇଛନ୍ତି। ଯାହା ପରେ ଏବେ ପ୍ରଶ୍ନ ଉଠିଛି ଯେ ନେପାଳର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ। ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ସଂସଦର ନିମ୍ନ ଗୃହରେ ଆସ୍ଥା ଭୋଟ ଜିତିପାରିନଥିଲେ। ସେ ୧୯୪ ଟି ଭୋଟ ବିରୋଧରେ ଏବଂ ୬୩ ଭୋଟ ସମର୍ଥନରେ ଟ୍ରଷ୍ଟ […] The post କିଏ ହେବେ ନେପାଳ ପ୍ରଧାନମନ୍ତ୍ରୀ? ଆସ୍ଥା ଭୋଟରେ ହାରିଲେ ପ୍ରଚଣ୍ଡ appeared first on Dharitri Odia News.

କିଏ ହେବେ ନେପାଳ ପ୍ରଧାନମନ୍ତ୍ରୀ? ଆସ୍ଥା ଭୋଟରେ ହାରିଲେ ପ୍ରଚଣ୍ଡ

କାଠମାଣ୍ଡୁ,୧୨।୭: ଶୁକ୍ରବାର (ଜୁଲାଇ ୧୨) ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ପାଇଁ ଏକ ଖରାପ ଦିନ ବୋଲି ପ୍ରମାଣିତ ହୋଇଛି ସେ ସଂସଦରେ ଆସ୍ଥା ଭୋଟରେ ହାରି ଯାଇଛନ୍ତି। ଯାହା ପରେ ଏବେ ପ୍ରଶ୍ନ ଉଠିଛି ଯେ ନେପାଳର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ।

ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ସଂସଦର ନିମ୍ନ ଗୃହରେ ଆସ୍ଥା ଭୋଟ ଜିତିପାରିନଥିଲେ। ସେ ୧୯୪ ଟି ଭୋଟ ବିରୋଧରେ ଏବଂ ୬୩ ଭୋଟ ସମର୍ଥନରେ ଟ୍ରଷ୍ଟ ଭୋଟ ହରାଇଲେ। ଜଣେ ସାଂସଦ ମତଦାନରେ ଅଂଶଗ୍ରହଣ କରିନଥିଲେ। ସଂସଦରେ ମୋଟ ୨୫୮ ସାଂସଦ ଉପସ୍ଥିତ ଥିଲେ।

The post କିଏ ହେବେ ନେପାଳ ପ୍ରଧାନମନ୍ତ୍ରୀ? ଆସ୍ଥା ଭୋଟରେ ହାରିଲେ ପ୍ରଚଣ୍ଡ appeared first on Dharitri Odia News.