Jatra Actor Controversy: ଯାତ୍ରା କଳି ପରେ ନୂଆ ନିୟମ ଆଣିଲା ଯାତ୍ରା ମାଲିକ ସଂଘ

ବିବାଦ ପରେ ବଡ଼ ନିଷ୍ପତ୍ତି ନେଲା ଯାତ୍ରା ମାଲିକ ସଂଘ । ଏଥର ଗୋଟିଏ ପାର୍ଟିରୁ ଅନ୍ୟ ଯାତ୍ରା ପାର୍ଟିକୁ ଯିବା ପାଇଁ ଆବଶ୍ୟକ ପଡ଼ିବ ନୋ ଅବଜେକ୍ସନ ସାର୍ଟିଫିକେଟ ବା NOC । ଏହାସହ ପୀୟୂଷ ଟଙ୍କା ଫେରସ୍ତ କରିଥିବା ନେଇ ସ୍ପଷ୍ଟ କରିଛନ୍ତି ଯାତ୍ରା ପାର୍ଟି ମାଲିକ ।

Jatra Actor Controversy: ଯାତ୍ରା କଳି ପରେ ନୂଆ ନିୟମ ଆଣିଲା ଯାତ୍ରା ମାଲିକ ସଂଘ
Array