Javed Akhtar: ‘ଅପରେସନ୍ ସିନ୍ଦୂର’କୁ ନେଇ ଏମିତି କହିଲେ ଜାଭେଦ ଅଖତର; ଲୋକେ କଲେ ଟାର୍ଗେଟ୍

ଯେତେବେଳେ ଜାଭେଦଙ୍କୁ ଭାରତ-ପାକିସ୍ତାନ ଉତ୍ତେଜନା ଉପରେ ପ୍ରତିକ୍ରିୟା ଦେବାକୁ ପଚରାଗଲା, ସେ ପାପାରାଜୀଙ୍କ ଉପରେ ରାଗିଗଲେ। ସେ କହିଛନ୍ତି ଯେ ସେ ଏ ବିଷୟରେ କିଛି କହିବାକୁ ଚାହାଁନ୍ତି ନାହିଁ। ଏହି ଭିଡିଓକୁ ନେଇ ନେଟିଜେନ୍‌ମାନେ ମଧ୍ୟ ଦୁଇ ଭାଗ ହୋଇଛନ୍ତି।

Javed Akhtar: ‘ଅପରେସନ୍ ସିନ୍ଦୂର’କୁ ନେଇ ଏମିତି କହିଲେ ଜାଭେଦ ଅଖତର; ଲୋକେ କଲେ ଟାର୍ଗେଟ୍
Array