Jay And Veeru: ପାଲଟିଗଲେ ଇତିହାସ, କିନ୍ତୁ ମନେ ରହିବେ ସବୁଦିନ ପାଇଁ...କାହାଣୀ ହିଁ କିଛି ଏଭଳି

ଜୟ ଓ ବୀରୁ ଅନେକ ବନ୍ୟଜନ୍ତୁ ଡକ୍ୟୁମେଣ୍ଟାରୀରେ ନାୟକ ହୋଇଛନ୍ତି। ଗିର ଜଙ୍ଗଲରେ ପ୍ରାୟତଃ ଏକାଠି ଦେଖାଯାଉଥିବା ଏହି ଯୋଡ଼ି ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ।

Jay And Veeru: ପାଲଟିଗଲେ ଇତିହାସ, କିନ୍ତୁ ମନେ ରହିବେ ସବୁଦିନ ପାଇଁ...କାହାଣୀ ହିଁ କିଛି ଏଭଳି
Array