Jollywood Controversy: ଛିଡ଼ିବ କଣ, ବଢୁଛି ଯାତ୍ରା କଳାକାର-ମାଲିକ କଳି

ଚରମ ନିଷ୍ପତ୍ତି...କଡ଼ା ଆଭିମୁଖ୍ୟ...। ଯାତ୍ରା କର୍ମଚାରୀ ଏବଂ କଳାକାର ସଂଘର ଉପଦେଷ୍ଟା ବାପି ପଣ୍ଡାଙ୍କ ଏଭଳି ମନ୍ତବ୍ୟକୁ ନେଇ ଘନେଇବ କି ବିବାଦ? ଜଲିଉଡ୍ ରେ ସୃଷ୍ଟି ହେବ କି ବିସ୍ଫୋରକ ସ୍ଥିତି?

Jollywood Controversy: ଛିଡ଼ିବ କଣ, ବଢୁଛି ଯାତ୍ରା କଳାକାର-ମାଲିକ କଳି
Array