JPC on ‘One Nation, One Poll’ announced: ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ ବିଲ୍; ଯୁଗ୍ମ ସଂସଦୀୟ କମିଟି ଗଠିତ

ୱାନ୍ ନେସନ୍, ୱାନ୍ ଇଲେକସନ୍ ବିଲ୍ ପାଇଁ ଯୁଗ୍ମ ସଂସଦୀୟ କମିଟି, JPC ଗଠିତ । ୩୧ ଜଣିଆ କମିଟିରେ ଲୋକସଭାରୁ ୨୧ ଜଣ ସାଂସଦ ଓ ରାଜ୍ୟସଭାରୁ ଅଛନ୍ତି ୧୦ ସଦସ୍ୟ ।

JPC on ‘One Nation, One Poll’ announced: ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ ବିଲ୍; ଯୁଗ୍ମ ସଂସଦୀୟ କମିଟି ଗଠିତ
Array