Jyoti Malhotra Espionage Case: ସରିଲା ସ୍ପାଏ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ରିମାଣ୍ଡ, କୋର୍ଟରେ କରାଯିବ ହାଜର

ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ରିମାଣ୍ଡ ଅବଧି ଆଜି ଶେଷ ହେଇଛି । ୪ ଦିନିଆ ରିମାଣ୍ଡରେ ପୋଲିସକୁ କେଉଁ ତଥ୍ୟ ମିଳିଛି, ତାହା କୋର୍ଟରେ ଉପସ୍ଥାପନ କରାଯିବ । ଜ୍ୟୋତିଙ୍କ ଗୁଇନ୍ଦାଗିରି ନେଇ ପୋଲିସକୁ କିଛି ପ୍ରମାଣ ମିଳିଛି ନା ନାହିଁ, ତାହା ଉପରେ ନଜର ରହିଛି ।

Jyoti Malhotra Espionage Case: ସରିଲା ସ୍ପାଏ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ରିମାଣ୍ଡ, କୋର୍ଟରେ କରାଯିବ ହାଜର
Array