Kalabaisakhi In Odisha : ବଦଳିଲା ପାଗର ମିଜାଜ, ଭୁବନେଶ୍ୱରରେ ଅଚାନକ ବର୍ଷିଲା

ରାଜଧାନୀରେ ଭୀଷଣ ଗରମ ଅନୁଭୂତ ହେଉଥିବାବେଳେ ଅଚାନକ ପାଗରେ ପରିବର୍ତ୍ତନ ହୋଇଛି । ବର୍ଷାରେ ଭିଜିଛି ଭୁବନେଶ୍ୱର । ସେହିପରି କାଳବୈଶାଖୀ ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

Kalabaisakhi In Odisha : ବଦଳିଲା ପାଗର ମିଜାଜ, ଭୁବନେଶ୍ୱରରେ ଅଚାନକ ବର୍ଷିଲା
Array