Kalabaishakhi Alert: କାଳବୈଶାଖୀ ପ୍ରଭାବରେ ଝଡ଼ତୋଫାନ ! ୪୦ରୁ ୫୦ କିମି ବେଗରେ ବହିପାରେ ପବନ

କାଳବୈଶାଖୀ ପ୍ରଭାବରେ ହୋଇପାରେ ଝଡ଼ତୋଫାନ । ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ଦକ୍ଷିଣରେ ହାଲୁକା ବର୍ଷିପାରେ । ସେପଟେ ପଶ୍ଚିମ ଓଡ଼ିଶାରେ ଅସହ୍ୟ ଖରା ଓ ଗରମ ଅନୁଭୂତ ହେବ ।

Kalabaishakhi Alert: କାଳବୈଶାଖୀ ପ୍ରଭାବରେ ଝଡ଼ତୋଫାନ ! ୪୦ରୁ ୫୦ କିମି ବେଗରେ ବହିପାରେ ପବନ
Array