Kamakhya Express Train Derailment: ଜୀବନ ନେଲା କାମାକ୍ଷା ଏକ୍ସପ୍ରେସ୍; କେବେ ଚେତିବ ରେଲୱେ ?
ସବୁ କିଛି ଠିକ୍ଠାକ୍ ଥିଲା । ସବୁ କିଛି ସଠିକ୍ ଅନୁସାରେ ଚାଲୁଥିଲା । ଲୋକ ପାଇଲଟ୍ ନିଜ ହିସାବରେ ଆଗକୁ ଆଗକୁ ଗଡ଼ାଇ ନେଉଥିଲେ କାମାକ୍ଷା ଏକ୍ସପ୍ରେସକୁ । ହେଲେ ଠିକ୍ ଚୌଦ୍ବାର ନିର୍ଗୁଣ୍ଡି ନିକଟରେ ଟ୍ରାକ୍ରୁ ଖସିଗଲା କାମାକ୍ଷା ଏକ୍ସପ୍ରେସର ୧୧ ବଗି ।