Kashmir Gunfire Attack on Tourists: ସ୍ୱାମୀକୁ ସ୍ତ୍ରୀର ଶେଷ ସାଲ୍ୟୁଟ୍‌; ୬ ଦିନ ତଳେ ପଡିଥିଲା ହାତଗଣ୍ଠି...

୬ ଦିନ ତଳେ ପଡିଥିଲା ହାତଗଣ୍ଠି। ଆଖିରେ ଆଖିଏ ସ୍ୱପ୍ନ ନେଇ ସାଜିଥିଲେ ନବବଧୂ। ଅହିସୁଲକ୍ଷଣି ହେବା ପାଇଁ ପାଇଥିଲେ ଆଶୀର୍ବାଦ। ନିଜ ଜୀବନ ସାଥୀଙ୍କ ହାତ ଧରି ଗଢ଼ିଥିଲେ ନୂଆ ସଂସାର। ମାତ୍ର ହାତରୁ ମେହେନ୍ଦି ନଲିଭୁଣୁ ଲିଭିଗଲା ସିନ୍ଦୁର।

Kashmir Gunfire Attack on Tourists: ସ୍ୱାମୀକୁ ସ୍ତ୍ରୀର ଶେଷ ସାଲ୍ୟୁଟ୍‌; ୬ ଦିନ ତଳେ ପଡିଥିଲା ହାତଗଣ୍ଠି...
Array