Kendujhar River Accident: ପାଠ ପଢିବା ବୟସରେ ଚାଲିଗଲା ଜୀବନ, ସବୁ କିଛି ହୋଇଗଲା ଛାରଖାର...

ଆଠ ଜଣ ସାଙ୍ଗହୋଇ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ଦୁଇ ଛାତ୍ର ପାଣିରେ ବୁଡ଼ି ଯାଇଥିଲେ । ପରେ ସେମାନଙ୍କ ମୃତଦେହ ଉଦ୍ଧାର ହୋଇଛି । 

Kendujhar River Accident: ପାଠ ପଢିବା ବୟସରେ ଚାଲିଗଲା ଜୀବନ, ସବୁ କିଛି ହୋଇଗଲା ଛାରଖାର...
Array