Hair Loss due to Nutrient Deficiency: ଆପଣଙ୍କ ଖାଦ୍ୟ ଅଭ୍ୟାସ ନୁହେଁ ତ କେଶ ଝଡ଼ିବାର କାରଣ

ସୋସିଆଲ୍ ମିଡିଆ ଠାରୁ ଆରମ୍ଭ କରି ଟିଭି ବିଜ୍ଞାପନ ଆଉ ଖବରକାଗଜ ସବୁଆଡେ ଆପଣ ହଜାରେ ତେଲ ଓ ଉପାୟ ଦେଖନ୍ତି କେଶ ମଜବୁତ ଏବଂ ନଝଡିବା ପାଇଁ। ଜେଜେ ମା’ ଠୁ ଆରମ୍ଭ କରି ବନ୍ଧୁ ପର୍ଯ୍ୟନ୍ତ ସମସ୍ତଙ୍କ ପରାମର୍ଶ ମାନନ୍ତି,ସାମ୍ପୁ, ସେରମ ବଦଳାଇ ପାରନ୍ତି, ସପ୍ଲିମେଣ୍ଟସ ଖାଆନ୍ତି, ହେଲେ କେଶ ଝଡିବା କମେ ନାହିଁ। ଆଉ ନିରାଶ ହୁଅନ୍ତି। କିନ୍ତୁ କେବେ କହିଛନ୍ତି ଯେ, ଆପଣଙ୍କ ଶରୀରରେ କେତୋଟି ଖାଦ୍ୟସାରର ଅଭାବ ମଧ୍ୟ ହୋଇପାରେ ଆପଣଙ୍କ କେଶ ଝଡିବାର କାରଣ? ଚାଲନ୍ତୁ ଜାଣିବା ଉକ୍ତ ଖାଦ୍ୟସାର ଗୁଡିକ ବିଷୟରେ।

Hair Loss due to Nutrient Deficiency: ଆପଣଙ୍କ ଖାଦ୍ୟ ଅଭ୍ୟାସ ନୁହେଁ ତ କେଶ ଝଡ଼ିବାର କାରଣ
Array