Kenya protest: ଭୟଙ୍କର ରୂପ ନେଲା ଆନ୍ଦୋଳନ: ୧୧ ମୃତ,ପୂରା ସହର ଲକ୍‌ଡାଉନ

କେନିୟାରେ ଜୋର ଧରିଛି ସରକାର ବିରୋଧୀ ହିଂସା । ତୀବ୍ର ରୂପ ନେଇଛି ଆନ୍ଦୋଳନ । ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ଯୋଗୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ପୂରା ସହରକୁ ଲକ୍‌ଡାଉନ ଘୋଷଣା କରିଛନ୍ତି ସରକାର ।

Kenya protest: ଭୟଙ୍କର ରୂପ ନେଲା ଆନ୍ଦୋଳନ: ୧୧ ମୃତ,ପୂରା ସହର ଲକ୍‌ଡାଉନ
Array