Khalistani Terrorists: ପଞ୍ଜାବରେ ଆକ୍ରମଣ କରିଥିବା ଆତଙ୍କବାଦୀ ଉତ୍ତର ପ୍ରଦେଶ ଏନକାଉଣ୍ଟରରେ ମୃତ, ରହିଛି ISI ଲିଙ୍କ୍

ପଞ୍ଜାବରେ ଆକ୍ରମଣ କଲେ ଖଲିସ୍ତାନୀ ଆତଙ୍କବାଦୀ । ଉତ୍ତର ପ୍ରଦେଶରେ ଏନକାଉଣ୍ଟରରେ ପ୍ରାଣ ହରାଇଲେ । ଏହା ସମ୍ଭବ ହେଲା ଦୁଇ ରାଜ୍ୟର ପୋଲିସ୍ ମଧ୍ୟରେ ଉତ୍ତମ ସମନ୍ୱୟ କାରଣରୁ ।

Khalistani Terrorists: ପଞ୍ଜାବରେ ଆକ୍ରମଣ କରିଥିବା ଆତଙ୍କବାଦୀ ଉତ୍ତର ପ୍ରଦେଶ ଏନକାଉଣ୍ଟରରେ ମୃତ, ରହିଛି ISI ଲିଙ୍କ୍
Array