Kidnapping Drama: ଅପହରଣ ନାଟକ ରଚି ଟଙ୍କା ମାଗିଥିଲେ, ସତ ବାହାର କରିଦେଲା ପୋଲିସ୍

ଅପହରଣ ହୋଇଥିବା କହି ସେ ତାଙ୍କ ଘରକୁ ଫୋନ୍ କରି ଟଙ୍କା ମାଗିଥିଲେ । ତାଙ୍କ ବାପା ମଧ୍ୟ କିଛି ଟଙ୍କା ଦେଇଥିଲେ । ତାଙ୍କ ଭଉଣୀକୁ ଫୋନ୍ କରି ସେ ୫୦ ହଜାର ଟଙ୍କା ଦେବାକୁ କହିଥିଲେ । ତାଙ୍କ ଭଉଣୀ ଏ ସଂପର୍କରେ ପୋଲିସକୁ ଜଣାଇଥିଲେ ।

Kidnapping Drama: ଅପହରଣ ନାଟକ ରଚି ଟଙ୍କା ମାଗିଥିଲେ, ସତ ବାହାର କରିଦେଲା ପୋଲିସ୍
Array