କେ ଆର ଲାଇନ ର ୩ନମ୍ବର ଟନେଲ ରେ ପଥର ଖସିବାରୁ ୩ ଘଣ୍ଟା ବିଳମ୍ୱ ରେ ଟ୍ରେନ ଯାତାୟାତ

ଲକ୍ଷ୍ମୀପୁର ୧୦/୧୦……କୋରାପୁଟ ଠାରୁ ରାୟଗଡା କୁ ସଂଯୋଗ କରୁଥିବା କେଆର ଲାଇନ ର ୩ ନମ୍ବର ଟନେଲ ଭିତରେ ପଥର ସହ ମାଟି ଅତଡ଼ା ଖସି ୱାଇର ଉପରେ ପଡିବାରୁ ପ୍ରାୟ ତିନି ଘଣ୍ଟା ଟ୍ରେନ ଚଳାଚଳ ବନ୍ଦ ରହିଥିଲା। ଷ୍ଟେସନ ମାଷ୍ଟର ଖବର ପାଇବା ପରେ ରେଳ ବିଭାଗ କର୍ମଚାରୀଙ୍କୁ କହିବା ପରେ ରେଳ କର୍ମଚାରୀ ଟନେଲ ଭିତରେ ପଶି ପଥର ଓ ମାଟି ଅତଡ଼ା କୁ ବାହାର କରିବା ସହ ୱାଇର ସଜାଡ଼ିବା ପରେ ଟ୍ରେନ […] The post କେ ଆର ଲାଇନ ର ୩ନମ୍ବର ଟନେଲ ରେ ପଥର ଖସିବାରୁ ୩ ଘଣ୍ଟା ବିଳମ୍ୱ ରେ ଟ୍ରେନ ଯାତାୟାତ appeared first on Odisha.News.

କେ ଆର ଲାଇନ ର  ୩ନମ୍ବର ଟନେଲ ରେ ପଥର ଖସିବାରୁ ୩ ଘଣ୍ଟା  ବିଳମ୍ୱ ରେ ଟ୍ରେନ ଯାତାୟାତ

ଲକ୍ଷ୍ମୀପୁର ୧୦/୧୦……କୋରାପୁଟ ଠାରୁ ରାୟଗଡା କୁ ସଂଯୋଗ କରୁଥିବା କେଆର ଲାଇନ ର ୩ ନମ୍ବର ଟନେଲ ଭିତରେ ପଥର ସହ ମାଟି ଅତଡ଼ା ଖସି ୱାଇର ଉପରେ ପଡିବାରୁ ପ୍ରାୟ ତିନି ଘଣ୍ଟା ଟ୍ରେନ ଚଳାଚଳ ବନ୍ଦ ରହିଥିଲା। ଷ୍ଟେସନ ମାଷ୍ଟର ଖବର ପାଇବା ପରେ ରେଳ ବିଭାଗ କର୍ମଚାରୀଙ୍କୁ କହିବା ପରେ ରେଳ କର୍ମଚାରୀ ଟନେଲ ଭିତରେ ପଶି ପଥର ଓ ମାଟି ଅତଡ଼ା କୁ ବାହାର କରିବା ସହ ୱାଇର ସଜାଡ଼ିବା ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା । ଲକ୍ଷ୍ମୀପୁର ଷ୍ଟେସନ ରେ ରାଉରକେଲା ଟ୍ରେନ ତିନି ଘଣ୍ଟା ଅଟକି ରହିଥିବାବେଳେ କାକିରିଗୁମା ରେ ସମଲେଶ୍ୱରୀ ଓ ସିଙ୍ଗାରାମ ଷ୍ଟେସନ ରେ ହୀରାଖଣ୍ଡ ଟ୍ରେନ ଅଟକି ରହିଥିଲା।ଟନେଲ ଭିତରେ ଓ ପାହାଡିଆ ଅଞ୍ଚଳ ରେ ବାରମ୍ବାର ପଥର ଖସିବା ଘଟଣା କୁ ନେଇଁ ସାଧାରଣ ରେ ଅନେକ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଥିବା ବେଳେ ଟ୍ରେନ ଯାତ୍ରୀ ମାନେ ମଧ୍ୟ ଅସୁରକ୍ଷିତ ମନେ କରୁଥିବା ପ୍ରକାଶ କରିଛନ୍ତି .. ସେହିପରି ନିର୍ମାଣ କାର୍ଯ୍ୟରେ ନିମ୍ନ ମାନର ହଉଥିବା ମଧ୍ୟ ଅଭିଯୋଗ ହଉଛି।

The post କେ ଆର ଲାଇନ ର ୩ନମ୍ବର ଟନେଲ ରେ ପଥର ଖସିବାରୁ ୩ ଘଣ୍ଟା ବିଳମ୍ୱ ରେ ଟ୍ରେନ ଯାତାୟାତ appeared first on Odisha.News.