ଲଡୁଗାଁ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉଦଯାପିତ।
କଳାହାଣ୍ଡି:୨୦/୧୨ ଖବରଦାତା—ସନତ ପ୍ରଧାନୀ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଉଚ୍ଚ ବିଦ୍ୟାଳୟ ରେ ଦ୍ଵିଦିବସୀୟ ବାର୍ଷିକ କ୍ରୀଡା ଉତ୍ସବ ଶୁକ୍ରବାର ଉଦଯାପିତ ହୋଇଯାଇଛ। ପ୍ରଧାନ ଶିକ୍ଷକ ବୁଦ୍ଧିରାମ ନାଏକ ଙ୍କ ଅଧ୍ୟକ୍ଷତାରେ କ୍ରୀଡା ଦିବସ ର ଉଦଯାପନି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ,ମୁଖ୍ୟଵକ୍ତା ଭାବେ ବିଡ଼ିଓ କୋକସରା ଡ଼. ହିମାଞ୍ଚଳ ମାଝୀ,, ସମ୍ମାନିତ ଅତିଥି ଭାବେ ବିଇଓ ସୁଶ୍ରୀ ରଶ୍ମିତା ନେତମ,ସମାଜସେବୀ ଦୁର୍ଗା ପ୍ରସାଦ ଅଗ୍ରୱାଲ, ପୁରାତନ […] The post ଲଡୁଗାଁ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉଦଯାପିତ। appeared first on Odisha.News.

କଳାହାଣ୍ଡି:୨୦/୧୨
ଖବରଦାତା—ସନତ ପ୍ରଧାନୀ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଉଚ୍ଚ ବିଦ୍ୟାଳୟ ରେ ଦ୍ଵିଦିବସୀୟ ବାର୍ଷିକ କ୍ରୀଡା ଉତ୍ସବ ଶୁକ୍ରବାର ଉଦଯାପିତ ହୋଇଯାଇଛ। ପ୍ରଧାନ ଶିକ୍ଷକ ବୁଦ୍ଧିରାମ ନାଏକ ଙ୍କ ଅଧ୍ୟକ୍ଷତାରେ କ୍ରୀଡା ଦିବସ ର ଉଦଯାପନି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ,ମୁଖ୍ୟଵକ୍ତା ଭାବେ ବିଡ଼ିଓ କୋକସରା ଡ଼. ହିମାଞ୍ଚଳ ମାଝୀ,, ସମ୍ମାନିତ ଅତିଥି ଭାବେ ବିଇଓ ସୁଶ୍ରୀ ରଶ୍ମିତା ନେତମ,ସମାଜସେବୀ ଦୁର୍ଗା ପ୍ରସାଦ ଅଗ୍ରୱାଲ, ପୁରାତନ ଛାତ୍ର ପଙ୍କଜ ମୁଖ ଚୌଧୁରୀ, ଗରୁଡ଼ ବାଗ, ଗୁଣନିଧି ବାଗ, ଶ୍ରୀମନ୍ତ ପାଢ଼ୀ,ପୂର୍ବତନ ସରପଞ୍ଚ କଂହେଇ ଚରଣ ଦାସ, ମୋହନ ଦାସ,ଦଶରଥ ଦୁର୍ଗା, ବିନୋଦ ବାଗ, କିଶୋର ଚନ୍ଦ୍ର ଦାସ,ଟୁନୁ ମହାନନ୍ଦ, ସୁଶ୍ରୀ ତରୂଲତା ଦାସ ପ୍ରମୁଖ ଉପସ୍ଥିତ ରହି ପାଠପଢା ସହ କ୍ରୀଡା ମଧ୍ୟ ଛାତ୍ର ଜୀବନ ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଳି କହିଥିଲେ।ଏହି ଅବସରରେ ଆୟୋଜିତ ହୋଇଥିବା ବିଭିନ୍ନ ବର୍ଗର କ୍ରୀଡା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମ କୁ କୁମାରୀ ସ୍ମତି ମୟୀ ଦୁର୍ଗା ମଞ୍ଚ ସଂଯୋଜନା କରିଥିଲେ। ବିଭିନ୍ନ କ୍ରୀଡା କୁ ଶିକ୍ଷକ ସୁଶିଳ କୁମାର ସାହୁ, କିଶନ କୁମାର ଧଙ୍ଗଡା ମାଝୀ ପରିଚାଳନା କରିଥିଲେ। ବରିଷ୍ଠ ଶିକ୍ଷକ ଆଶିଷ କୁମାର ପଟେଲ,ନିରଞ୍ଜନ ନିଆଳ, ବବୃ ବାହାନ ଛାତ୍ରୀଆ,ମୁକେଶ ମେହେର,ନିରଜ ବିଶ୍ୱାଳ,ସରୋଜ କୁମାର ସାହୁ, ଡମ୍ବରୁ ଧର ନାଏକ,ମାନସ କୁମାର ମେହେର, କରୁଣାକର କୁଅଁର, ଶୋଭାଶିନୀ ଦାସ,ମାଳତୀ ଚୌଧୁରୀ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।
The post ଲଡୁଗାଁ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉଦଯାପିତ। appeared first on Odisha.News.