ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ରେ ସଫଳ କାର୍ଯ୍ୟକର୍ତ୍ତା ଙ୍କୁ ପୁରସ୍କୃତ।
ହାଟଡିହି ଗତ କିଛି ଦିନ ପୂର୍ବରୁ ପ୍ରାୟ ସମସ୍ତ ପଞ୍ଚାୟତ ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ରେ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର କେତେ ପ୍ରୋତ୍ସାହନ ଯୋଗାଇ ଦେଉଥିବା ସହ କଣ କଣ ଯୋଜନା କରିଛନ୍ତି ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ବାରା ଏହି କାର୍ଯ୍ୟକ୍ରମ ଗୁଡ଼ିକ ସଫଳ କରିଥିବାରୁ ହାଟଡିହି ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ସୌମ୍ୟା ଶ୍ରୀ ପାଣିଗ୍ରାହୀ ଓ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ […] The post ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ରେ ସଫଳ କାର୍ଯ୍ୟକର୍ତ୍ତା ଙ୍କୁ ପୁରସ୍କୃତ। appeared first on Odisha.News.

ହାଟଡିହି ଗତ କିଛି ଦିନ ପୂର୍ବରୁ ପ୍ରାୟ ସମସ୍ତ ପଞ୍ଚାୟତ ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ରେ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର କେତେ ପ୍ରୋତ୍ସାହନ ଯୋଗାଇ ଦେଉଥିବା ସହ କଣ କଣ ଯୋଜନା କରିଛନ୍ତି ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ବାରା ଏହି କାର୍ଯ୍ୟକ୍ରମ ଗୁଡ଼ିକ ସଫଳ କରିଥିବାରୁ ହାଟଡିହି ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ସୌମ୍ୟା ଶ୍ରୀ ପାଣିଗ୍ରାହୀ ଓ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ ଙ୍କ ଦ୍ଵାରା ସବୁ ପଞ୍ଚାୟତ ର ସମିତି ସଭ୍ୟ ଓ ସରପଞ୍ଚ ମାନଙ୍କୁ ଉତ୍ତରୀୟ ସମ୍ମାନ ପତ୍ର ଦେଇ ଜିଲ୍ଲା ପରିଷଦ ବ୍ଲକ ଉପାଧ୍ୟକ୍ଷ ଓ ବିଧାୟକ ଙ୍କ ପ୍ରତିନିଧି ଶଶାଙ୍କ ଶେଖର ପୁହାଣ ଙ୍କ ଦ୍ଵାରା ବଣ୍ଟନ କରାଯାଇଥିଲା।
The post ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ରେ ସଫଳ କାର୍ଯ୍ୟକର୍ତ୍ତା ଙ୍କୁ ପୁରସ୍କୃତ। appeared first on Odisha.News.