KIIT Student Death: କିଟ୍ ନେପାଳୀ ଛାତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ବାପାଙ୍କ ଗୁହାରି, ଆମକୁ ନ୍ୟାୟ ଦରକାର

ଆମକୁ ନ୍ୟାୟ ଦରକାର। କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରିସା ଶାହଙ୍କ ମୃତଦେହକୁ ବ୍ୟବଚ୍ଛେଦ ପରେ ଅନ୍ତ୍ୟେଷ୍ଟି ପାଇଁ ନେବା ବେଳେ ଆଜି ଏମିତି ଗୁହାରି କରିଛନ୍ତି ପ୍ରିସାଙ୍କ ବାପା। ପରିବାରର ସନ୍ଦେହ ଦୃଢମନା ଝିଅ ଆତ୍ମହତ୍ୟା କରିବା ସମ୍ଭବ ନୁହେଁ, ତେଣୁ ଉଚ୍ଚସ୍ତରୀୟ ତଦନ୍ତ କରି ଘଟଣା ପଛର କାରଣ ଖୋଜୁ ପୋଲିସ।

KIIT Student Death: କିଟ୍ ନେପାଳୀ ଛାତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ବାପାଙ୍କ ଗୁହାରି, ଆମକୁ ନ୍ୟାୟ ଦରକାର
Array