Kingfisher Villa: ବିଜୟ ମାଲ୍ୟାଙ୍କ କିଙ୍ଗ୍ ଫିସର୍କୁ ଚଳାଉଛନ୍ତି ବଲିଉଡ୍ର ଲୋକପ୍ରିୟ ଦମ୍ପତି
ବିଜୟ ମାଲ୍ୟାଙ୍କ ଗୋଆରେ ଥିବା ବିଳାସପୂର୍ଣ୍ଣ ଘରେ ସେ ପ୍ରାୟତଃ ବଡ଼ ବଡ଼ ପାର୍ଟି କରୁଥିଲେ। ଅଭିନେତା ସଚିନ ଯୋଶୀ ବ୍ୟାଙ୍କ ଦ୍ୱାରା ଏକ ନିଲାମରେ ଏହାକୁ କିଣିଥିଲେ। ଭାଇକିଂ ଭେଞ୍ଚର୍ସର ମାଲିକ ସଚିନ ଯୋଶୀ ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ଉର୍ବଶୀ ଶର୍ମା ୨୦୧୭ ମସିହାରେ ୭୩.୦୧ କୋଟି ଟଙ୍କାରେ ଏହି ସମ୍ପତ୍ତି କିଣିଥିଲେ।