ୟୁକ୍ରେନ୍ର ୧୦୩ ଡ୍ରୋନ୍, ୧୨ ମିଶାଇଲ୍କୁ ଖସାଇଲା ରୁଷିଆ
ମସ୍କୋ,୧୯ା୫: ରୁଷିଆର ଏୟାର ଡିଫେନ୍ସ ଗତ ୨୪ ଘଣ୍ଟା ମଧ୍ୟରେ ୟୁକ୍ରେନ୍ର ୧୦୩ଟି ଡ୍ରୋନ୍ ଓ ୧୨ଟି ଆମେରିକା ନିର୍ମିତ ଏଟିଏସିଏମ୍ଏସ ମିଶାଇଲ ଖସାଇଥିବା ରବିବାର ଦାବି କରିଛି। ୟୁକ୍ରେନ୍ ସୈନ୍ୟ କ୍ରିମିଆ ଉପରକୁ ୯ଟି କ୍ଷେପଣାସ୍ତ୍ର ମାଡ଼ କରିବା ସହ ରୁଷୀୟ ଅଞ୍ଚଳକୁ ୬୦ଟି ଡ୍ରୋନ୍ ଛାଡ଼ିଥିଲେ ବୋଲି ମସ୍କୋର ଜଣେ ଅଧିକାରୀ ପୂର୍ବରୁ କହିଥିଲେ। ଫଳରେ ଦକ୍ଷିଣ ଭାଗରେ ଥିବା ଏକ ତୈଳ ବିଶୋଧନାଗାରକୁ ରୁଷିଆ ବନ୍ଦ କରିବାକୁ ବାଧ୍ୟ ହୋଇଛି। The post ୟୁକ୍ରେନ୍ର ୧୦୩ ଡ୍ରୋନ୍, ୧୨ ମିଶାଇଲ୍କୁ ଖସାଇଲା ରୁଷିଆ appeared first on Dharitri Odia News.
ମସ୍କୋ,୧୯ା୫: ରୁଷିଆର ଏୟାର ଡିଫେନ୍ସ ଗତ ୨୪ ଘଣ୍ଟା ମଧ୍ୟରେ ୟୁକ୍ରେନ୍ର ୧୦୩ଟି ଡ୍ରୋନ୍ ଓ ୧୨ଟି ଆମେରିକା ନିର୍ମିତ ଏଟିଏସିଏମ୍ଏସ ମିଶାଇଲ ଖସାଇଥିବା ରବିବାର ଦାବି କରିଛି।
ୟୁକ୍ରେନ୍ ସୈନ୍ୟ କ୍ରିମିଆ ଉପରକୁ ୯ଟି କ୍ଷେପଣାସ୍ତ୍ର ମାଡ଼ କରିବା ସହ ରୁଷୀୟ ଅଞ୍ଚଳକୁ ୬୦ଟି ଡ୍ରୋନ୍ ଛାଡ଼ିଥିଲେ ବୋଲି ମସ୍କୋର ଜଣେ ଅଧିକାରୀ ପୂର୍ବରୁ କହିଥିଲେ। ଫଳରେ ଦକ୍ଷିଣ ଭାଗରେ ଥିବା ଏକ ତୈଳ ବିଶୋଧନାଗାରକୁ ରୁଷିଆ ବନ୍ଦ କରିବାକୁ ବାଧ୍ୟ ହୋଇଛି।
The post ୟୁକ୍ରେନ୍ର ୧୦୩ ଡ୍ରୋନ୍, ୧୨ ମିଶାଇଲ୍କୁ ଖସାଇଲା ରୁଷିଆ appeared first on Dharitri Odia News.