KKRର ଜିତିବା ପରେ ଭାବପ୍ରବଣ ହେଲା ପୂରା ଖାନ୍ ପରିବାର, ଶାହରୁଖଙ୍କୁ ଆଲିଙ୍ଗନ କରି କାନ୍ଦିଲେ ସୁହାନା

ମୁମ୍ଵାଇ ୨୭।୦୫: କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଆଇପିଏଲ୍ ୨୦୨୪ର ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଚମତ୍କାର ୮ ୱିକେଟ୍ରେ ବିଜୟ ହାସଲ କରିଛି । ଏହା ସହ କେକେଆର୍ ସେମାନଙ୍କର ତୃତୀୟ ଆଇପିଏଲ୍ ଟ୍ରଫି ଦାବି କରି ବିଜୟ ଆଡକୁ ଗଲା। ଏହି ସେଲିବ୍ରେସନ୍‌ ମଧ୍ୟରେ ଶାହରୁଖ ଖାନ ଏବଂ ତାଙ୍କ ଝିଅ ସୁହାନା ସହ ପତ୍ନୀ ଗୌରୀ ଖାନଙ୍କ ମଧ୍ୟରେ ଏକ ଭାବପ୍ରବଣ ମୁହୂର୍ତ୍ତ ଇଣ୍ଟରନେଟରେ ଦେଖିବାକୁ ମିଳିଛି । ଯାହା ଲୋକଙ୍କ ହୃଦୟ ଜିତିଛି ।View this post on InstagramA post shared by Varinder Chawla (@varindertchawla)କେକେଆରର ବିଜୟ ଉତ୍ସବର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଶାହାରୁଖ ଖାନ ଏବଂ ତାଙ୍କ ପରିବାରର ଅନେକ ସ୍ପେଶାଲ ମୁହୂର୍ତ୍ତ କଏଦ ହୋଇଛି। ଭାଇରାଲ୍ ଭିଡିଓରେ, ସୁହାନା ଭାବପ୍ରବଣ ଥିବା ଦେଖିବାକୁ ମିଳିଛି। ଖୁସିର ଲୁହରେ ତାଙ୍କ ପିତାଙ୍କୁ ପଚାରନ୍ତି, 'ତୁମେ ଖୁସି କି?' ଶାହାରୁଖ ମୁଣ୍ଡ ନୁଆଁଇ ଉତ୍ତର ଦେଇ ତାଙ୍କ ଝିଅକୁ ଆଲିଙ୍ଗନ କରିଥିଲେ। ସୁହାନା କହିଛନ୍ତି, 'ମୁଁ ବହୁତ ଖୁସି'। ଉଭୟଙ୍କୁ କ୍ୟାମେରାରେ ଆଲିଙ୍ଗନ କରି କାନ୍ଦୁଥିବାର ନଜର ଆସିଥିଲେ ।  ଏହି ଭାବପ୍ରବଣ ମୁହୂର୍ତ୍ତରେ ଆର୍ଯ୍ୟନ୍ ଏବଂ ଅବରାହମ ମଧ୍ୟ ଦେଖିବାକୁ ମିଳଛନ୍ତି। The Adorable celebration of King Khan & Gauri Khan After Winning IPL 2024 ???????

KKRର ଜିତିବା ପରେ ଭାବପ୍ରବଣ ହେଲା ପୂରା ଖାନ୍ ପରିବାର, ଶାହରୁଖଙ୍କୁ ଆଲିଙ୍ଗନ କରି କାନ୍ଦିଲେ ସୁହାନା

ମୁମ୍ଵାଇ ୨୭।୦୫: କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଆଇପିଏଲ୍ ୨୦୨୪ର ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଚମତ୍କାର ୮ ୱିକେଟ୍ରେ ବିଜୟ ହାସଲ କରିଛି । ଏହା ସହ କେକେଆର୍ ସେମାନଙ୍କର ତୃତୀୟ ଆଇପିଏଲ୍ ଟ୍ରଫି ଦାବି କରି ବିଜୟ ଆଡକୁ ଗଲା। ଏହି ସେଲିବ୍ରେସନ୍‌ ମଧ୍ୟରେ ଶାହରୁଖ ଖାନ ଏବଂ ତାଙ୍କ ଝିଅ ସୁହାନା ସହ ପତ୍ନୀ ଗୌରୀ ଖାନଙ୍କ ମଧ୍ୟରେ ଏକ ଭାବପ୍ରବଣ ମୁହୂର୍ତ୍ତ ଇଣ୍ଟରନେଟରେ ଦେଖିବାକୁ ମିଳିଛି । ଯାହା ଲୋକଙ୍କ ହୃଦୟ ଜିତିଛି ।



କେକେଆରର ବିଜୟ ଉତ୍ସବର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଶାହାରୁଖ ଖାନ ଏବଂ ତାଙ୍କ ପରିବାରର ଅନେକ ସ୍ପେଶାଲ ମୁହୂର୍ତ୍ତ କଏଦ ହୋଇଛି। ଭାଇରାଲ୍ ଭିଡିଓରେ, ସୁହାନା ଭାବପ୍ରବଣ ଥିବା ଦେଖିବାକୁ ମିଳିଛି। ଖୁସିର ଲୁହରେ ତାଙ୍କ ପିତାଙ୍କୁ ପଚାରନ୍ତି, 'ତୁମେ ଖୁସି କି?' ଶାହାରୁଖ ମୁଣ୍ଡ ନୁଆଁଇ ଉତ୍ତର ଦେଇ ତାଙ୍କ ଝିଅକୁ ଆଲିଙ୍ଗନ କରିଥିଲେ। ସୁହାନା କହିଛନ୍ତି, 'ମୁଁ ବହୁତ ଖୁସି'। ଉଭୟଙ୍କୁ କ୍ୟାମେରାରେ ଆଲିଙ୍ଗନ କରି କାନ୍ଦୁଥିବାର ନଜର ଆସିଥିଲେ ।  ଏହି ଭାବପ୍ରବଣ ମୁହୂର୍ତ୍ତରେ ଆର୍ଯ୍ୟନ୍ ଏବଂ ଅବରାହମ ମଧ୍ୟ ଦେଖିବାକୁ ମିଳଛନ୍ତି।

 

ଏତିକି ନୁହେଁ ଭିଡିଓରେ ଶାହାରୁଖ ତାଙ୍କ ପତ୍ନୀ ଗୌରୀ ଖାନଙ୍କୁ ଆଲିଙ୍ଗନ କରି ଚୁମ୍ବନ ଦେଇଥିଲେ । ଯାହା କ୍ୟାମେରାରେ କଏଦ ହୋଇଥିଲା। କହିବାକୁ ଗଲେ ପୂରା ଖାନ୍‌ ପରିବାର ଏହି ସୁନ୍ଦର ମୂହୁର୍ତ୍ତରେ ଖୁସି ଥିବାର ନଜର ଆସିଥିଲେ ।


କେକେଆରର ସଫଳତା ପାଇଁ ମିଚେଲ ଷ୍ଟାର୍କ ତାଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା। ଏହି ସବୁ ଭିଡିଓ ଓ ଫଟୋ ଦେଖି ପ୍ରଶଂସକମାନେ ଖୁସି ହେଛନ୍ତି । ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଶଂସା କରୁଛନ୍ତି ।