Kotia’s Bananas Boom Beyond Borders, But Farmers Left Stranded!

#କୋଟିଆ_କଦଳୀର_ବଢୁଛି_ଚାହିଦା କୋଟିଆ ଆଉ କଦଳୀ। କୋଟିଆବାସୀଙ୍କ ଏକ ବଡ ଜୀବିକା କଦଳୀ ଚାଷ। ହେଲେ ପଡୋଶୀ ରାଜ୍ୟର କୋଟିଆ କଦଳୀର ଆଦର ବଢୁଥିବା ବେଳେ ନିଜ ମାଟିରେ ଚାଷୀଙ୍କୁ କରାଯାଉଛି ହତାଦର। ବିନା ସରକାରୀ ସହାୟତାରେ ଚାଷୀ କରୁଛନ୍ତି କଦଳୀ