Landslide: କେଦାରନାଥ ରୁଟରେ ଭୂସ୍ଖଳନ, ଅଟକି ରହିଛନ୍ତି ହଜାର ହଜାର ଯାତ୍ରୀ

ଗୌରୀକୁଣ୍ଡରୁ କେଦାରନାଥ ଧାମ ଯାତ୍ରା ପଥରେ ପ୍ରାୟ ୧୫ କିଲୋମିଟର ଟ୍ରେକିଂ ରୁଟରେ ଏକାଧିକ ସ୍ଥାନରେ ରାସ୍ତା ଅବରୋଧ ହୋଇଛି। ଏହି ପାହାଡିଆ ରାସ୍ତା ଉପରେ ମାଟି ଓ ପଥର ଜମା ହୋଇ ରହିଛି ।

Landslide: କେଦାରନାଥ ରୁଟରେ ଭୂସ୍ଖଳନ, ଅଟକି ରହିଛନ୍ତି ହଜାର ହଜାର ଯାତ୍ରୀ
Array