Language Dispute in karnatak: ହିନ୍ଦି ବନାମ କନ୍ନଡ ବିବାଦ, ଏମିତି କହିଲେ ଇନଫୋସିସ ସିଏଫଓ

ଇନଫୋସିସ ସିଏଫଓ ଟି ଭି ମୋହନଦାସ ପାଇ ପ୍ରତିକ୍ରିୟା ପ୍ରକାଶ କରିବା ସହ ମ୍ୟାନେଜରଙ୍କୁ ଦୋଷ ଦେଇଛନ୍ତି। ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରିବା ସହିତ ମୋହନଦାସ ଲେଖିଥିଲେ ପ୍ରତ୍ୟେକ ବିଜିନେସ ସ୍ଥାନୀୟ ଭାଷାରେ ନିଜର ଗ୍ରାହକଙ୍କୁ ସେବା ପ୍ରଦାନ କରିବା ଉଚିତ।

Language Dispute in karnatak: ହିନ୍ଦି ବନାମ କନ୍ନଡ ବିବାଦ, ଏମିତି କହିଲେ ଇନଫୋସିସ ସିଏଫଓ
Array