Language Of Bear: ବୁଝିପାରିଲେନି ଅସହାୟ ଜୀବଟିର ଅକୁହା ଭାଷା, ଚାଲିଗଲା ଜୀବନ
ମୁଁ ଆହତ ହୋଇଛି ମୋତେ ଟିକିଏ ରକ୍ଷା କର । ମୋତେ ନେଇ କେଉଁଠି ଚିକିତ୍ସା କର, ମୁଁ ବଞ୍ଚିବାକୁ ଚାହେଁ । ହେଲେ ଗାଡିସବୁକୁ ଅଟକାଇ ରାସ୍ତା ଓଗାଳିବାର କାରଣ କେହି ବୁଝିପାରୁନଥିଲେ । କେହି କେହି ଆକ୍ରମଣ କରିବା ଭୟରେ ତା ପାଖକୁ ଯାଉନଥିଲେ ତ ଆଉ କେହି ତାକୁ ଘଉଡାଇବାକୁ ଚେଷ୍ଟା କରୁଥିଲେ ।