Largest Rice Exporter: ଅନେକ ଦେଶଙ୍କୁ ପଛରେ ପକାଇଛି ଭାରତ, ଷଷ୍ଠ ସ୍ଥାନରେ ଅଛି ଆମେରିକା
ଚାଉଳ ରପ୍ତାନୀରେ ଭାରତ ପ୍ରଥମ ସ୍ଥାନରେ, ଦ୍ବିତୀୟ ସ୍ଥାନରେ ଥାଇଲାଣ୍ଡ, ତୃତୀୟ ସ୍ଥାନରେ ଭିଏତନାମ ରହିଛି । ମୁଖ୍ୟତଃ ମଧ୍ୟ-ପୂର୍ବ ଆଫ୍ରିକା, ୟୁରେ।ପ ଓ ଆଫ୍ରିକାର କିଛି ଅଞ୍ଚଳରେ ସୁଗନ୍ଧିତ ବାସୁମତୀ ଚାଉଳରୁ ଆରମ୍ଭ କରି ଉଷୁନା ଚାଉଳର ଚାହିଦା ରହିଛି ।