Library in Personal Effort: ଦାଶିଆ ଅଜା ଦେଖାଇଥିବା ସ୍ୱପ୍ନ ହେଲା ସାକାର, ଗାଁରେ ଛିଡ଼ା କଲେ ବିରଳ ସଂଗ୍ରହାଳୟ

ଓଡ଼ିଆ ଭାଷା ସାହିତ୍ୟରେ ଏମ୍.ଏ ପାଠ ପଢ଼ି ମଧ୍ୟ ଚାକିରୀକୁ ତୁଚ୍ଛ କରି ସେ ଲାଗିପଡ଼ିଲେ ପାଠାଗାର ଆନ୍ଦୋଳନରେ। ସେଥିପାଇଁ ତାଙ୍କୁ ବହୁ ବାଧାବିଘ୍ନ,ଆର୍ଥିକ ସଙ୍କଟ, ପାରିବାରିକ ସମସ୍ୟା ଦେଖାଦେଇଛି ସତ ହେଲେ ସେସବୁକୁ ଖାତିର ନକରି ତାଙ୍କ ଏକାନ୍ତ ଉଦ୍ୟମରେ ଏହି ପାଠାଗାର ଓ ସଂଗ୍ରାହଳୟକୁ ଗୋଟିଏ ବିଶାଳ ଅନୁଷ୍ଠାନରେ ପରିଣତ କଲେ।

Library in Personal Effort: ଦାଶିଆ ଅଜା ଦେଖାଇଥିବା ସ୍ୱପ୍ନ ହେଲା ସାକାର, ଗାଁରେ ଛିଡ଼ା କଲେ ବିରଳ ସଂଗ୍ରହାଳୟ
Array