Life Of Bajau Tribe : ପାଣିରେ ଜନ୍ମ, ପାଣିରେ ମୃତ୍ୟୁ...ବିଚିତ୍ର ଜନଜାତିର ଆଶ୍ଚର୍ଯ୍ୟ କାହାଣୀ
ବଜାଉ ଜନଜାତିର ଲୋକ କାଠର ଡଙ୍ଗାରେ ରୁହନ୍ତି ଯାହାକୁ ଲେପା ଲେପା କୁହାଯାଏ। ଡଙ୍ଗା ତାଙ୍କର ଘର ଓ ଯିବା ଆସିବାର ମାଧ୍ୟମ । ସେମାନେ ଖାଦ୍ୟ, ଆୟ ଓ ନିଜର ଦୈନଦିନ ଆବଶ୍ୟକତା ପାଇଁ ସମୁଦ୍ର ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ। ସେମାନଙ୍କର ମୁଖ୍ୟ ଜୀବିକା ହେଉଛି ମାଛ ଧରିବା।