Lightning Strikes Prevention in Odisha: ବଜ୍ରପାତ ରୋକିବାକୁ ୨୫ ଲକ୍ଷ ତାଳ ଗଛ, ୩ ବର୍ଷରେ ମଲେଣି ୧୦୫୭

ଚିନ୍ତା ବଢାଉଛି ବଜ୍ରପାତଜନିତ ମୃତ୍ୟୁ। ପ୍ରତିବର୍ଷ ରାଜ୍ୟରେ ବଜ୍ରାଘାତରେ ଯାଉଛି ପାଖାପଖି ୩ ଶହ ଜୀବନ। ବିଜୁଳି, ଘଡଘଡ଼ିର ପ୍ରକୋପ ହ୍ରାସ କରିବା ପାଇଁ ଅଧିକ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବ୍ୟାପକ ତାଳ ଗଛ ଲଗାଇବା ପାଇଁ ପାଇଁ ନିଷ୍ପତ୍ତି ହୋଇଥିଲା। ଚଳିତ ବର୍ଷ ମଧ୍ୟ ପ୍ରାୟ ୨୫ ଲକ୍ଷ ତାଳ ଗଛ ଲଗାଇବାକୁ ଯୋଜନା କରିଛି ଜଙ୍ଗଲ ବିଭାଗ।

Array