Liquor Racket Busted: କାଲି ବେସନ ପ୍ୟାକେଟ୍...ଆଜି ଥଣ୍ଡା ବୋତଲ, ଦେଶୀମଦ ବିକ୍ରି ଫଣ୍ଡାକୁ ନେଇ ରାଜଧାନୀରେ ହଇଚଇ

ମଦ ତ ମଦ, ପୁଣି କୋଲ୍ଡ ଡ୍ରିଙ୍କସ ବୋତଲରେ ମଦ...ଏକ ବ୍ରାଣ୍ଡେଡ୍ କମ୍ପାନୀର କୋଲ୍ଡ ଡ୍ରିଙ୍କସ ବୋତଲର ଏସବୁ ଦୃଶ୍ୟ ଦେଖିଲେ ଲାଗୁନି ତାହାରି ଭିତରେ ଥିବ ହାନୀକାରକ ଦେଶୀ ମଦ ।

Liquor Racket Busted: କାଲି ବେସନ ପ୍ୟାକେଟ୍...ଆଜି ଥଣ୍ଡା ବୋତଲ, ଦେଶୀମଦ ବିକ୍ରି ଫଣ୍ଡାକୁ ନେଇ ରାଜଧାନୀରେ ହଇଚଇ
Array