ଅଷ୍ଟ୍ରେଲିଆ PM ଆନ୍ଥୋନୀ ଆଲବାନିଜଙ୍କ ନିର୍ବନ୍ଧ; ଭାଲେନଣ୍ଟାଇନ ଡେରେ ପ୍ରେମିକାଙ୍କୁ କଲେ ପ୍ରପୋଜ୍

ଆଲବାନିଜଚ ନିଜର ୪ ବର୍ଷର ପାର୍ଟନର ଜୋଡି ହେଡେନଙ୍କ ସହ ନିର୍ବନ୍ଧ କରିଛନ୍ତି।

ଅଷ୍ଟ୍ରେଲିଆ PM ଆନ୍ଥୋନୀ ଆଲବାନିଜଙ୍କ ନିର୍ବନ୍ଧ; ଭାଲେନଣ୍ଟାଇନ ଡେରେ ପ୍ରେମିକାଙ୍କୁ କଲେ ପ୍ରପୋଜ୍

ଭାଲେନ୍‌ଣ୍ଟାଇନ୍ ଡେ ରେ ପ୍ରେମିକାଙ୍କୁ ପ୍ରପୋଜ୍ କଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ। ଆଲବାନିଜଚ ନିଜର ୪ ବର୍ଷର ପାର୍ଟନର ଜୋଡି ହେଡେନଙ୍କ ସହ ନିର୍ବନ୍ଧ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଲବାନିଜ୍ ନିଜ ସୋସିଆଲ୍ ମିଡିଆ ପେଜ୍ ଏକ୍ସରେ ଏହା ପୋଷ୍ଟ କରିଛନ୍ତି।