Liquor Scam: ୩୫୦୦ କୋଟି ମଦ ଦୁର୍ନୀତିରେ ଜଗନଙ୍କ ନାଁ, ମାସକୁ ନେଉଥିଲେ ୫୦ କୋଟି
ପ୍ରତି ମାସରେ ୫୦-୬୦ କୋଟି ଟଙ୍କାର କିକବ୍ୟାକ ସଂଗ୍ରହ କରାଯାଉଥିଲା । ରାଜଶେଖର ରେଡ୍ଡିଙ୍କ ଦ୍ୱାରା ବିଜୟ ସାଇ ରେଡ୍ଡି, ମିଧୁନ ରେଡ୍ଡି , ଏବଂ ବାଲାଜୀଙ୍କ ମାଧ୍ୟମରେ ଜଗନ ମୋହନ ରେଡ୍ଡିଙ୍କୁ ହସ୍ତାନ୍ତର କରାଯାଉଥିଲା। ଏହି ଅଭିଯୋଗ ଜଣେ ସାକ୍ଷୀଙ୍କ ବୟାନରେ କୁହାଯାଇଛି ।