Live-in Relation: ଲିଭ୍-ଇନ୍ ରିଲେସନ: ବିଶ୍ୱାସ ଆଉ ବୁଝାମଣା ଥାଏ, କିନ୍ତୁ ନଥାଏ ପ୍ରତିବଦ୍ଧତା

ଆଜକାଲି ଲିଭ-ଇନ ପରମ୍ପରା ବଢି ବଢି ଚାଲିଛି । ବିବାହ ପରେ ଆମେ ଜଣଙ୍କ ସହ ନିଜର ସୁଖ, ସୁବିଧା, ସମୟକୁ ସେୟାର କରିଥାଉ । ଲିଭ-ଇନରେ ଏସବୁ ସେୟାରିଂ ବିବାହ ପୂର୍ବରୁ ହୋଇଥାଏ । ତେବେ ବିବାହ ପୂର୍ବରୁ ଲିଭଇନରେ ରହିବା ଦ୍ୱାରା ଦାମ୍ପତ୍ୟ ଜୀବନ ମଜବୁତ ହେଉଛି କି ? ଲିଭ-ଇନ ସମ୍ପର୍କ ପରବର୍ତ୍ତୀ ସମୟର ଫାଟକୁ ଦୂରେଇ ପାରୁଛି କି ?

Live-in Relation: ଲିଭ୍-ଇନ୍ ରିଲେସନ: ବିଶ୍ୱାସ ଆଉ ବୁଝାମଣା ଥାଏ, କିନ୍ତୁ ନଥାଏ ପ୍ରତିବଦ୍ଧତା
Array