Vikas Bahan In Odisha: ମୋହନ ସରକାରକୁ ବର୍ଷେ, ରାଜ୍ୟରେ ବୁଲିବ ବିକାଶ ବାହନ
ମୋହନ ସରକାରଙ୍କ ବର୍ଷକର ଉପଲବ୍ଧିକୁ ନେଇ ସାରା ରାଜ୍ୟରେ ବୁଲିବ ବିକାଶ ବାହାନ । ୩୧୪ଟି ବ୍ଲକ, ୧୧୫ ଟି ULB ଏବଂ ୫ଟି ପୌର ନିଗମରେ ପ୍ରଚାର ପ୍ରସାର କରିବ । ଆଜି ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରୁ ବିକାଶ ବାହନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।