Constable's Shocking Claim: ଭାଇରାଲ ହେଉଛି କନଷ୍ଟେବଳଙ୍କ ଅଜବ ଆପ୍ଲିକେସନ
'ସ୍ୱପ୍ନରେ ମୋ ସ୍ତ୍ରୀ ଆସି ମୋ ରକ୍ତ ପିଉଛି, ସେଥିପାଇଁ ମୁଁ ଠିକ୍ ଟାଇମରେ ଅଫିସ୍ ଆସିପାରୁନି ।' ଭାଇରାଲ୍ ହେଉଛି ଜଣେ କନଷ୍ଟେବଳଙ୍କ ଏହି ଆପ୍ଲିକେସନ୍ । କାହିଁକି ବିଳମ୍ବରେ ଅଫିସ୍ ଆସୁଛନ୍ତି, ପଚାରିବାରୁ କନଷ୍ଟେବଳ ଜଣକ ଏପରି ଅଜବ ପ୍ରତିକ୍ରିୟା ରଖିଛନ୍ତି ।