ଲାଲ୍ ହେଲା ଜନ୍ମଦିନ ପାର୍ଟି

ଲାଲ୍ ହେଲା ଜନ୍ମଦିନ ପାର୍ଟି। ବର୍ବର ହୋଇଗଲେ ସ୍ୱାମୀ। ପତ୍ନୀଙ୍କ ଗଳାରେ ଭୁଷିଲେ ଛୁରି। ପରିବେଶ ହୋଇଗଲା ଆତଙ୍କିତ। ଏଭଳି ଭୟଙ୍କର ଖବର ହାଇଦ୍ରାବାଦରୁ ଆସିଛି। ଜନ୍ମଦିନ ପାର୍ଟିରେ ସମସ୍ତଙ୍କ ସମ୍ମୁଖରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି।

ଲାଲ୍ ହେଲା ଜନ୍ମଦିନ ପାର୍ଟି
Array