Lives At Risk:ରେଳ ଓଭର୍ ବ୍ରିଜ ତଳ ରାସ୍ତା ପାଲଟିଛି ଡେଥ୍ ଜୋନ୍, ଦୈନିକ ବିପଦପୂର୍ଣ୍ଣ ଭାବେ କରୁଛନ୍ତି ଯାତାୟତ

ଦୁର୍ଘଟଣା କଥା ଏଠି କାହାରି ହିସାବ ନାହିଁ। କିଛି କିଛି ଦିନ ଅନ୍ତରାଳରେ ଏଠି ଦୁର୍ଘଟଣାରେ ଚାଲିଯାଉଛି ନୀରିହ ଜୀବନ। ୧୯୮୫ ମସିହାରେ ବାଲେଶ୍ବରରେ ନିର୍ମାଣ ହୋଇଥିଲା ଓଡ଼ିଶାର ସର୍ବପୁରାତନ ଏହି ଉଡନ୍ତା ପୋଲ।

Lives At Risk:ରେଳ ଓଭର୍ ବ୍ରିଜ ତଳ ରାସ୍ତା ପାଲଟିଛି ଡେଥ୍ ଜୋନ୍, ଦୈନିକ ବିପଦପୂର୍ଣ୍ଣ ଭାବେ କରୁଛନ୍ତି ଯାତାୟତ
Array