Lord Alaranath: ତରତର ହୋଇ ଗରମ କ୍ଷୀରି ଖାଉଥିଲେ ପ୍ରଭୁ ଅଲାରନାଥ, ହଠାତ୍ ଖୋଲିଗଲା ମନ୍ଦିର କବାଟ

ଏମିତି କାହାଣୀ ଆପଣ କେବଳ ଭାରତୀୟ ହିନ୍ଦୁ ସଂସ୍କୃତିରେ ହିଁ ଦେଖିବାକୁ ପାଇବେ। ଜଗନ୍ନାଥ ସଂସ୍କୃତିର ବିଶେଷତ୍ୱ ହେଉଛି ଏହା ସାଧାରଣ ମଣିଷର କଥା କୁହେ। ମହାପ୍ରଭୁଙ୍କ ନୀତି ସହିତ ଜଡ଼ିତ ଏହି କାହାଣୀଟି ପଢ଼ନ୍ତୁ, ଜାଣିପାରିବେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୁରୁତ୍ୱ।

Lord Alaranath: ତରତର ହୋଇ ଗରମ କ୍ଷୀରି ଖାଉଥିଲେ ପ୍ରଭୁ ଅଲାରନାଥ, ହଠାତ୍ ଖୋଲିଗଲା ମନ୍ଦିର କବାଟ
Array