Love Betrayed: ପ୍ରେମକରି ଶାରୀରିକ ସଂପର୍କ ରଖିବା ପରେ ସବୁ ଭୁଲିଗଲେ ଏସଆଇ ବାବୁ

ପୋଲିସ ଖାକି ତଳେ ଲୁଚିଗଲା ପ୍ରେମ । ଶାରୀରିକ ସମ୍ପର୍କ ରଖି ଠକିଦେଲେ ପୋଲିସ ବାବୁ । ସାଂସଦଙ୍କ ନିକଟରେ ଅଭିଯୋଗ କରିବାପରେ ବନ୍ଧା ହୋଇଛନ୍ତି ଏସଆଇ ବିଜୟ ସାହୁ ।

Love Betrayed: ପ୍ରେମକରି ଶାରୀରିକ ସଂପର୍କ ରଖିବା ପରେ ସବୁ ଭୁଲିଗଲେ ଏସଆଇ ବାବୁ
Array