Maha Kumbhabhisheka: ୨୭୦ ବର୍ଷ ପରେ ମହାକୁମ୍ଭ ଅଭିଷେକ, ଏବେ ବି ରହସ୍ୟ ଭିତରେ ଗୁପ୍ତ ଭଣ୍ଡାରର ରହସ୍ୟ
ସପ୍ତମ ଗୁପ୍ତ କୋଠରୀ ବିଷୟରେ ଅନେକ କିମ୍ବଦନ୍ତୀ ଅଛି। କୁହାଯାଏ ୧୯୦୮ ଏବଂ ୧୯୩୧ ମସିହାରେ ବ୍ରିଟିଶମାନେ ସପ୍ତମ ଗୁପ୍ତ କୋଠରୀ ଘେରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ହଠାତ୍ ହଜାର ହଜାର ସାପ ବାହାରିବାରୁ ସେମାନେ ସଫଳ ହୋଇପାରିଲେ ନାହିଁ।