Maha Vishuba Sankranti Celebrated at Maa Taarini Temple in Ghatagaon, Keonjhar
#ସୁନା_ବେଶରେ_ଦର୍ଶନ_ଦେଉଛନ୍ତି_ମା’ ମାଆ ତାରୀଣୀଙ୍କ ପୀଠରେ ମହା ବିଷୁବ ସଂକ୍ରାନ୍ତି। କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ମା ତାରୀଣୀଙ୍କ ଆଜି ବାର୍ଷିକ ଉତ୍ସବ। ଆଜି ଓଡିଆ ନବ ବର୍ଷରେ ମାଙ୍କ ସୁନା ବେଶରେ ଦର୍ଶନ ଦେଉଛନ୍ତି ମାଆ। #OdiaNe
#ସୁନା_ବେଶରେ_ଦର୍ଶନ_ଦେଉଛନ୍ତି_ମା’
ମାଆ ତାରୀଣୀଙ୍କ ପୀଠରେ ମହା ବିଷୁବ ସଂକ୍ରାନ୍ତି। କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ମା ତାରୀଣୀଙ୍କ ଆଜି ବାର୍ଷିକ ଉତ୍ସବ। ଆଜି ଓଡିଆ ନବ ବର୍ଷରେ ମାଙ୍କ ସୁନା ବେଶରେ ଦର୍ଶନ ଦେଉଛନ୍ତି ମାଆ।
#OdiaNe